ଶ୍ରାବଣର ଶେଷ ସୋମବାରରେ ‘ବୋଲ୍‌ବମ୍’ ଧ୍ୱନିରେ କମ୍ପୁଛି ଶୈବପୀଠ; ଜଳାଭିଷେକ ପାଇଁ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ || On the last Monday of Shravan, the Shaiva Peetha vibrates with the sound of ‘Bolbam’; A huge crowd of devotees and devotees gather for the water abhisheka

ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ସମଗ୍ର ଓଡ଼ିଶା ଶିବମୟ ଓ ଆଧ୍ୟାତ୍ମିକ ଭାବନାମୟ ହୋଇଉଠିଛି। ରାଜ୍ୟର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକଟି ଶୈବପୀଠ ଏବଂ ଶିବ ମନ୍ଦିରରେ ଲକ୍ଷ ଲକ୍ଷ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଅଦ୍ଭୁତପୂର୍ବ ଜନସମାଗମ ଦେଖିବାକୁ ମିଳିଛି। “ହର ହର ମହାଦେବ”, “ଜୟ ବାବା ଭୋଳାନାଥ” ଏବଂ “ବୋଲ୍‌ବମ୍” ଧ୍ୱନିରେ ଚାରିଆଡ଼ ପ୍ରକମ୍ପିତ ହେଉଛି। ରବିବାର ବିଳମ୍ବିତ ରାତିରୁ ବିଭିନ୍ନ ପବିତ୍ର ନଦୀ, ସରୋବର ଓ ତୀର୍ଥସ୍ଥଳରୁ … Continue reading ଶ୍ରାବଣର ଶେଷ ସୋମବାରରେ ‘ବୋଲ୍‌ବମ୍’ ଧ୍ୱନିରେ କମ୍ପୁଛି ଶୈବପୀଠ; ଜଳାଭିଷେକ ପାଇଁ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ || On the last Monday of Shravan, the Shaiva Peetha vibrates with the sound of ‘Bolbam’; A huge crowd of devotees and devotees gather for the water abhisheka