Omfed’s yearly turnover reached an all time record ।। ଓମ୍ଫେଡର ସର୍ବକାଳୀନ ରେକର୍ଡ
ଗତ ଆର୍ଥିକ ବର୍ଷରେ ଓମ୍ଫେଡ୍ ସର୍ବକାଳୀନ ରେକର୍ଡ ପରିମାଣର କାରବାର କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୮୫୫କୋଟି ଟଙ୍କାର କାରବାର କରିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ସମସ୍ତ ରେକର୍ଡକୁ ଭାଙ୍ଗି ୧୦୨୮ କୋଟି ଟଙ୍କାର କାରବାର କରିଛି। ଅର୍ଥାତ୍ ୧୭୩କୋଟି ଟଙ୍କାର ଅଧିକ କାରବାର କରିଥିବା ଓମ୍ଫେଡ୍ର ସାଧାରଣ ପରିଚାଳକ ସୂଚନା ଦେଇଛନ୍ତି। ଚଳିତବର୍ଷ ଏହି କାରବାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋ, ମଇଁଷି ଓ ମାଈ ବାଛୁରୀ … Continue reading Omfed’s yearly turnover reached an all time record ।। ଓମ୍ଫେଡର ସର୍ବକାଳୀନ ରେକର୍ଡ
Copy and paste this URL into your WordPress site to embed
Copy and paste this code into your site to embed