ମାର୍କେଟକୁ ଆସିବ ଓମ୍ଫେଡ ପାଣି ଓ ଚକୋଲେଟ୍
OMFED: ଓମଫେଡ ହେଉଛି ଓଡ଼ିଶାର ଅସ୍ମିତା। ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ଓମଫେଡର କ୍ଷୀର ବା ଖାଦ୍ୟ ବ୍ୟବହାର କରାଯାଏ । ବଜାରରେ ଓମଫେଡର ବିଭିନ୍ନ ଖାଦ୍ୟ ବିକ୍ରି କରାଯାଉଥିବା ବେଳେ ଏବେ ମାର୍କେଟରେ ଆସିବାକୁ ଯାଉଛି ଓମ୍ଫେଡ ପାଣି ଓ ଚକୋଲେଟ । ଦୁଗ୍ଧ ଚାଷୀଙ୍କୁ ମିଳିବ ଏହାର ଲାଭ । ପଞ୍ଚାୟତ ଗୁଡିକରେ ଖୋଲିବ ଓମଫେଡ଼ ପାର୍ଲର। ଓମଫେଡ଼ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି … Continue reading ମାର୍କେଟକୁ ଆସିବ ଓମ୍ଫେଡ ପାଣି ଓ ଚକୋଲେଟ୍
Copy and paste this URL into your WordPress site to embed
Copy and paste this code into your site to embed