ରାହୁଲଙ୍କୁ କହିବାକୁ ଦେଉନାହାଁନ୍ତି ଓମ୍ ବିର୍ଲା ।। Om Birla
ଲୋକସଭାରେ ଚାଲିଥିବା ବଜେଟ ଅଧିବେଶନ ଏବେ ଭାରୀ ହଟ୍ଟଗୋଳରେ ବିଘ୍ନିତ ହୋଇଛି। ବିରୋଧୀ ଦଳମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଏଥିପାଇଁ ବିପକ୍ଷ ଶିବିରରେ ପ୍ରସ୍ତୁତି ଜୋରଦାର ହୋଇଛି ବୋଲି ସଂସଦୀୟ ସୂତ୍ରରୁ ଜଣାପଡ଼ିଛି।ଲୋକସଭାରେ ବିରୋଧୀ ଦଳଙ୍କ ଅଭିଯୋଗ ହେଉଛି ଯେ, ସେମାନଙ୍କୁ ଗୃହରେ କହିବାକୁ ଯଥେଷ୍ଟ ସୁଯୋଗ ଦିଆଯାଉନାହିଁ। ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହୋହଲ୍ଲା ଓ ସ୍ଲୋଗାନ୍ବାଜି ହେତୁ ଗୃହ କାର୍ଯ୍ୟ ବାରମ୍ବାର … Continue reading ରାହୁଲଙ୍କୁ କହିବାକୁ ଦେଉନାହାଁନ୍ତି ଓମ୍ ବିର୍ଲା ।। Om Birla
Copy and paste this URL into your WordPress site to embed
Copy and paste this code into your site to embed