Om Birla ।। ବଞ୍ଚିଗଲେ ମୋଦି କାଲି ହୋଇଥାନ୍ତା ଆକ୍ରମଣ

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଧାରିତ ଭାଷଣ ଶେଷ ମୁହୂର୍ତ୍ତରେ ଟାଳି ଦିଆଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଭାରି ଚର୍ଚ୍ଚା ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନ ୫ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ସମ୍ବୋଧିତ କରିବାକୁ ଆସିଥିଲେ, କିନ୍ତୁ ଶେଷ ସମୟରେ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା । ଏହାର କାରଣକୁ ନେଇ ଗୁରୁବାର ଲୋକସଭାରେ ଖୋଦ୍ ବାଚସ୍ପତି ଓମ ବିର୍ଲା ସ୍ପଷ୍ଟୀକରଣ ଦେଇଛନ୍ତି। ଗୁରୁବାର ସଦନ କାର୍ଯ୍ୟକ୍ରମ ସମୟରେ ଓମ ବିର୍ଲା କହିଛନ୍ତି ଯେ, … Continue reading Om Birla ।। ବଞ୍ଚିଗଲେ ମୋଦି କାଲି ହୋଇଥାନ୍ତା ଆକ୍ରମଣ