Uttam mohanty: ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଓଡ଼ିଆ ସିନେମାର ବାଦଶାହ ଉତ୍ତମ ମହାନ୍ତି ଓଡ଼ିଆ ସିନେମାର ବାଦଶାହ, ସୁପରଷ୍ଟାର, ଚିର ସବୁଜ, ଯାଦୁଗର ଉତ୍ତମ ମହାନ୍ତି ସବୁକିଛି ଛାଡ଼ି ଚାଲିଯାଇଛନ୍ତି ଅଫେରା ରାଇଜକୁ। ଯେଉଁଠିକି ଗଲେ ଆଉ ଫେରିବା ଅସମ୍ଭବ। ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ଥିଲେ ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ … Continue reading ଅଫେରା ରାଇଜରେ ଦଣ୍ଡା ବାଳୁଙ୍ଗା
Copy and paste this URL into your WordPress site to embed
Copy and paste this code into your site to embed