Oli government in Nepal was ousted for an 11-year-old daughter ।। ୧୧ ବର୍ଷର ଝିଅ ପାଇଁ ନେପାଳରେ ଓଲି ସରକାର ହେଲା କ୍ଷମତାଚ୍ୟୁତ

ନେପାଳରେ କ୍ଷମତା ପରିବର୍ତ୍ତନ ହୋଇଛି । ନେପାଳର ଜେନ୍-ଜି ଓଲି ସରକାରକୁ କ୍ଷମତା ଛାଡ଼ିବାକୁ ବାଧ୍ୟ କରିଛନ୍ତି । ଯୁବ ବିଦ୍ରୋହକୁ ଦମନ କରି ନପାରି କେପି ଓଲିଙ୍କୁ ଇସ୍ତଫା ଦେଇ ଲୁଚିବାକୁ ପଡ଼ିଛି। ଏବେ ନେପାଳର ନିୟନ୍ତ୍ରଣ ସେନା ହାତରେ। କେବେ ନୂଆ ସରକାର ଆସିବ, ସସ୍ପେନ୍ସ ବଜାୟ ରହିଛି। ସୋସିଆଲ୍ ମିଡ଼ିଆ ବ୍ୟାନ୍ କରିବା ଓଲି ସରକାରକୁ ବହୁତ ମହଙ୍ଗା ପଡ଼ିଲା। କେପି ଓଲି ଟିକେ ବି ଭାବି ନଥିଲେ ଯେ ତାଙ୍କର ଏହି … Continue reading Oli government in Nepal was ousted for an 11-year-old daughter ।। ୧୧ ବର୍ଷର ଝିଅ ପାଇଁ ନେପାଳରେ ଓଲି ସରକାର ହେଲା କ୍ଷମତାଚ୍ୟୁତ