ତେଲ ସଙ୍କଟ ଓ ଭାରତର ଆର୍ଥିକ ଝଡ଼ ! || Oil crisis and India’s economic storm!

ମିଡିଲ ଇଷ୍ଟରେ ବଢ଼ୁଥିବା ତଣାଟଣିକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଛି। ଇରାନ, ଇସ୍ରାଏଲ, ଆମେରିକା ଓ ଗଲ୍ଫ ଅଞ୍ଚଳର ଭୂ-ରାଜନୀତିକ ପରିସ୍ଥିତି ଆଗାମୀ ଦିନରେ ତେଲ ବଜାର ଓ ବିଶ୍ୱ ଅର୍ଥନୀତିକୁ ଗଭୀର ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ବିଶେଷକରି ହର୍ମୁଜ୍ ପ୍ରଣାଳୀକୁ ନେଇ ଚିନ୍ତା ବଢ଼ିଛି। କାରଣ ଦୁନିଆର ପ୍ରାୟ ୨୦ ପ୍ରତିଶତ କଚ୍ଚା ତେଲ ଏହି ସମୁଦ୍ରପଥ ଦେଇ ପରିବହନ ହୁଏ। ଯଦି ଏହି ରାସ୍ତାରେ କୌଣସି ବାଧା ସୃଷ୍ଟି … Continue reading ତେଲ ସଙ୍କଟ ଓ ଭାରତର ଆର୍ଥିକ ଝଡ଼ ! || Oil crisis and India’s economic storm!