Officials’ undeclared war against the government ।। ସରକାର ବିରୋଧରେ ଅଫିସରଙ୍କ ଅଘୋଷିତ ଯୁଦ୍ଧ

ରାଜ୍ୟ ସରକାର ଏକ ସୁସ୍ପଷ୍ଟ ନିଷ୍ପତ୍ତି ନେଇଥିଲେ — ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ ନାହିଁ। ଏହି ନିଷ୍ପତ୍ତି ଏକ ଦିଗରୁ ଯୁବଶକ୍ତିକୁ ଅବସର ଦେବା ଓ ସରକାରୀ ପ୍ରଶାସନକୁ ନୂଆ ଚିନ୍ତାଧାରାରେ ଆଣିବା ପାଇଁ ଥିଲା। କିନ୍ତୁ ବାସ୍ତବ ଚିତ୍ର ତାହାର ବିପରୀତ। ବିଭିନ୍ନ ବିଭାଗରେ ୬୫ ବର୍ଷରୁ ଅଧିକ ବୟସର ଅବସରପ୍ରାପ୍ତ ଅଧିକାରୀମାନେ ଆଜି ପୁନଃ ସେହି କୁର୍ସିରେ ବସିଛନ୍ତି। ଏହାକୁ ସାଧାରଣ ଜନତା ଓ ଯୁବ ସମାଜ “ଅଘୋଷିତ ଅଧିକାରୀ ଯୁଦ୍ଧ” … Continue reading Officials’ undeclared war against the government ।। ସରକାର ବିରୋଧରେ ଅଫିସରଙ୍କ ଅଘୋଷିତ ଯୁଦ୍ଧ