ଓଇଆରସିର ପ୍ରଶ୍ନ, ସ୍ମାର୍ଟ ମିଟର; ଆବଶ୍ୟକତା ନା ଆଡମ୍ବର? || OERC’s question, Smart meters; Necessity or Admiration?

ଓଡ଼ିଶାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ପୁନର୍ଗଠନ, ଘରୋଇକରଣ ଓ ପ୍ରଯୁକ୍ତି ନବୀକରଣକୁ ନେଇ ଦୀର୍ଘଦିନ ଧରି ଯେଉଁ ଆଶା–ଆକାଂକ୍ଷା ତିଆରି ହୋଇଆସୁଥିଲା, ସେହି ଆଶା ଆଜି ନୂଆ ପ୍ରଶ୍ନର ସମ୍ମୁଖୀନ। ଟାଟା ପାୱାର ଦ୍ୱାରା ଓଡ଼ିଶାର ବିଭିନ୍ନ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରର ଦାୟିତ୍ୱ ନେବା ପରେ ସେବା ଉନ୍ନତି, କ୍ଷତି କମିବା ଓ ଗ୍ରାହକ-ମୂଖୀ ପ୍ରଶାସନର ଆଶ୍ୱାସନ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଯେଉଁ ପ୍ରଶ୍ନଗୁଡ଼ିକୁ ଉଠାଇଛି, ସେଗୁଡ଼ିକ କେବଳ ଏକ … Continue reading ଓଇଆରସିର ପ୍ରଶ୍ନ, ସ୍ମାର୍ଟ ମିଟର; ଆବଶ୍ୟକତା ନା ଆଡମ୍ବର? || OERC’s question, Smart meters; Necessity or Admiration?