୨୦୨୫-୨୬ ପାଇଁ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରଖିଲା ଓଇଆରସି
power tariff: ଶେଷ ଥର ପାଇଁ ୨୦୨୧-୨୨ରେ ବିପିଏଲ୍ ଓ ଜଳସେଚନ ବ୍ୟତୀତ ସମସ୍ତ ବର୍ଗର ଉପଭୋକ୍ତାଙ୍କ ପାଇଁ ମୋଟ ୫.୬ ପ୍ରତିଶତ (ୟୁନିଟ୍ ପିଛା ୩୦ ପଇସା) ବୃଦ୍ଧି କରାଯାଇଥିଲା। ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏଥର ବଢିବ ନାହିଁ ବିଦ୍ୟୁତ ଶୁଳ୍କ। ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ସମସ୍ତ ବର୍ଗର ଉପଭୋକ୍ତାଙ୍କ ପାଇଁ ଖୁଚୁରା ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରଖିଛି। ୨୦୨୪-୨୫ ଆର୍ଥିକ ବର୍ଷରେ … Continue reading ୨୦୨୫-୨୬ ପାଇଁ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରଖିଲା ଓଇଆରସି
Copy and paste this URL into your WordPress site to embed
Copy and paste this code into your site to embed