ଓଡ଼ିଶାର ‘ବିଶ୍ୱର ସର୍ବବୃହତ ସ୍ୱଦେଶୀ ବିଦ୍ୟାଳୟ ‘ଏକ ଜେଲ୍’; ‘ଆମେ ସମସ୍ତେ ମାଙ୍କଡ଼’: ଆଦିବାସୀ ଛାତ୍ର

KiiT and KiiS: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିର ଠିକ୍ ନିକଟରେ ଅବସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍‍ (କିସ୍‍)ରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଜେଲ ଭଳି ପରିବେଶରେ ରଖାଯାଇଛି। ଏ ସମ୍ପର୍କରେ ଇଂରାଜୀ ୱେବ୍‍ ପୋର୍ଟାଲ ‘ଦି ପ୍ରିଣ୍ଟ୍‍’ରେ ବିସ୍ତୁତ ଭାବରେ ବର୍ଣ୍ଣନା କରାଯାଇଛି। ତାହାକୁ ଅବିକଳ ଏଠାରେ ପ୍ରକାଶ କରିବାକୁ ଆମେ ଚେଷ୍ଠା କରିଛୁ। ଆଶା କରୁଛୁ ଆପଣମାନେ ଏହାକୁ ପସନ୍ଦ କରିବେ। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ଜଣେ ୧୬ … Continue reading ଓଡ଼ିଶାର ‘ବିଶ୍ୱର ସର୍ବବୃହତ ସ୍ୱଦେଶୀ ବିଦ୍ୟାଳୟ ‘ଏକ ଜେଲ୍’; ‘ଆମେ ସମସ୍ତେ ମାଙ୍କଡ଼’: ଆଦିବାସୀ ଛାତ୍ର