ଆଜି ଆମେ ସେହି ପ୍ରଶ୍ନ ପଚାରିବାକୁ ଯାଉଛୁ, ଯାହା ପ୍ରତିଟି ଓଡ଼ିଆ ଘରର ଚାରିକାନ୍ଥ ଭିତରେ ଗୁଞ୍ଜରିତ ହେଉଛି। କିନ୍ତୁ କେହି ସାହସ କରି ବାହାରେ କହିପାରୁ ନାହାନ୍ତି। କ’ଣ ଆମ ରାଜ୍ୟର ଶିକ୍ଷିତ ଯୁବପିଢ଼ିଙ୍କ ଭାଗ୍ୟରେ କେବଳ ‘ସଂଘର୍ଷ’ ଲେଖା ହୋଇଛି? କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଜଣେ ଯୁବକକୁ ଶେଷରେ ସୁଦୂର ସୁରଟ କିମ୍ବା ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଛି? ଆଜି ଆମେ … Continue reading ଓଡ଼ିଶାର ବେକାର ଯୁବପିଢ଼ି ଏବଂ ଭବିଷ୍ୟତର ସଂଘର୍ଷ || Odisha’s unemployed youth and the struggle for the future
Copy and paste this URL into your WordPress site to embed
Copy and paste this code into your site to embed