ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ଖେଳିବେ ସୁଶ୍ରୀ ଦିବ୍ୟଦର୍ଶିନୀ
Challenger Trophy: ଟିମ୍ ସିର ନେତୃତ୍ୱ ନେବେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗ୍ସ ବରିଷ୍ଠ ମହିଳା ଚ୍ୟାଲେଞ୍ଜର ଟ୍ରଫି ଖେଳିବା ପାଇଁ ସର୍ବଭାରତୀୟ ମହିଳା ଚୟନ କମିଟି ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ମନୋନୀତ କରିଛି। ମାର୍ଚ୍ଚ ୨୫ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଡେରାଡୁନରେ ହେବାକୁ ଥିବା ଏହି ବହୁଦିନିଆ ବିସିସିଆଇ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶା ସିନିୟର ମହିଳା ଦଳର ନିୟମିତ ସଦସ୍ୟ ସୁଶ୍ରୀଙ୍କୁ ଟିମ୍ ସିରେ ସ୍ଥାନ ମିଳିଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ ଓ … Continue reading ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ଖେଳିବେ ସୁଶ୍ରୀ ଦିବ୍ୟଦର୍ଶିନୀ
Copy and paste this URL into your WordPress site to embed
Copy and paste this code into your site to embed