ଲକ୍ଷପତି ଦିଦି ଯୋଜନା : ମହିଳା ସଶକ୍ତିକରଣର ସୁବର୍ଣ୍ଣ ଭବିଷ୍ୟତର ସୂର୍ଯ୍ୟୋଦୟ

Lakhpati Didi: ଓଡ଼ିଶାର ସଫଳତା ଏହାକୁ ରାଷ୍ଟ୍ରୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରଖିଛି, ୯.୩୬ ଲକ୍ଷରୁ ଅଧିକ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଆୟ  କରୁଛନ୍ତି। ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ବିକାଶର ମୂଳମନ୍ତ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସଶକ୍ତିକରଣ ଅନ୍ତର୍ଗତ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଲକ୍ଷପତି ଦିଦି’  ମାଧ୍ୟମରେ  ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି। … Continue reading ଲକ୍ଷପତି ଦିଦି ଯୋଜନା : ମହିଳା ସଶକ୍ତିକରଣର ସୁବର୍ଣ୍ଣ ଭବିଷ୍ୟତର ସୂର୍ଯ୍ୟୋଦୟ