ବାଂଲାଦେଶରେ ସାମିଲ ହେବ ଓଡ଼ିଶା !

Bangladesh: ଖାଲି ଓଡ଼ିଶା ନୁହେଁ, ଗ୍ରେଟର ବାଂଲାଦେଶରେ ପଶ୍ଚିମବଙ୍ଗ,ବିହାର,ଉତ୍ତରପୂର୍ବ ବି ସାମିଲ ହେବ। ମୋଦୀଙ୍କ ଲୋକସଭା କ୍ଷେତ୍ର ବାରଣାସୀ ହେବ ନୂଆ ବାଂଲାଦେଶର ସୀମା ! ଏହା ଶୁଣି ଚକିତ ହେଲେ କି? ହେବା ବି ସ୍ୱkଭାବିକ। କାରଣ କୌଣସି ସୁସ୍ଥ ମାନସିକତା ବିଶିଷ୍ଟ ବ୍ୟକ୍ତି କିମ୍ବା ଦେଶ ଏମିତି ଚିନ୍ତା କରିପାରିବ ନାହିଁ। କିନ୍ତୁ ବାଂଲାଦେଶର ମୁର୍ଖ ମୁଲ୍ଲା ଏମିତି ଚିନ୍ତା କରିପାରିବେ। ଏମିତି ମ୍ୟାପ୍ ବି ବନାଇ ପାରିବେ। ପାକିସ୍ତାନ ଖାଇଥିବା ନଗଦ ମାଡ଼ର … Continue reading ବାଂଲାଦେଶରେ ସାମିଲ ହେବ ଓଡ଼ିଶା !