ବୃଦ୍ଧି ହେବ ତାପମାତ୍ରା, ପୁଣି ଅନୁଭବ ହେବ ଅସମ୍ଭାଳ ତାତି
Weather Report: ବଦଳିଲା ପାଗ । କଲବଲ କରୁଛି ତାତି । ଗରମରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ । ବର୍ଷା ପରେ ପୁଣି ବଢ଼ିଲା ତାତି । ଟାଣ ଖରାରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ଫେବୃଆରି ମାସ ନ ସରୁଣୁ ତାଣ୍ଡବ କରୁଛି ଖରା । ଆସନ୍ତା ୩ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି … Continue reading ବୃଦ୍ଧି ହେବ ତାପମାତ୍ରା, ପୁଣି ଅନୁଭବ ହେବ ଅସମ୍ଭାଳ ତାତି
Copy and paste this URL into your WordPress site to embed
Copy and paste this code into your site to embed