୩ ଦିନ କୁଆପଥର ବର୍ଷା ସମ୍ଭାବନା: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
Weather Report: ଆସନ୍ତାକାଲି ପାଇଁ ସାରା ରାଜ୍ୟକୁ ଝଡ଼ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ୨୩ ତାରିଖ ବେଳକୁ ଝଡବର୍ଷାର ପ୍ରଭାବ ସାମାନ୍ୟ କମିବ । ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୧୪ ଜିଲ୍ଲାକୁ ଝଡ ପବନ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ତାତିରୁ ମିଳିବ ଆଶ୍ବସ୍ତି । ୨୪ ଯାଏ କାଳବୈଶାଖୀ ଆଶଙ୍କା । ଆଜି ୯ ଜିଲ୍ଲା ପାଇଁ … Continue reading ୩ ଦିନ କୁଆପଥର ବର୍ଷା ସମ୍ଭାବନା: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
Copy and paste this URL into your WordPress site to embed
Copy and paste this code into your site to embed