ମୁହାଣ ଖୋଳାରୁ ରକ୍ତାକ୍ତ ସଂଘର୍ଷ: ୭ ଗୁରୁତର, ୪୦ ଗିରଫ

Odisha Village: ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଉପକୂଳବର୍ତ୍ତୀ କତୁରୁ ଓ ରାମେୟାପ‌ାଟଣା ଗ୍ରାମବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ମୁହାଣ ଅଞ୍ଚଳ ରକ୍ତରଂଜିତ ହୋଇଛି। ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଉପକୂଳବର୍ତ୍ତୀ କତୁରୁ ଓ ରାମେୟାପ‌ାଟଣା ଗ୍ରାମବାସୀଙ୍କ ବିବାଦ ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ମୁହାଣ ଅଞ୍ଚଳ ରକ୍ତରଂଜିତ ହୋଇଛି। ରାମେୟାପାଟଣା ଗାଁର କିଛି ଲୋକଙ୍କ ଠେଙ୍ଗା ଓ କାତି ମାଡ଼ରେ କତୁରୁ … Continue reading ମୁହାଣ ଖୋଳାରୁ ରକ୍ତାକ୍ତ ସଂଘର୍ଷ: ୭ ଗୁରୁତର, ୪୦ ଗିରଫ