୨୦୨୪-୨୫ରେ ଓଡ଼ିଶାରେ ରେଳ ବଜେଟ୍ ବ୍ୟବହାର ୮୧ ପ୍ରତିଶତ

Railway budget utilization: ସୋନପୁର ଓ ପୁରୁଣାକଟକ ମଧ୍ୟରେ ଦୀର୍ଘଦିନ ଧରି ଅଟକି ରହିଥିବା ଏହି ପ୍ରକଳ୍ପରେ ଏକ ବଡ଼ ମାଇଲଖୁଣ୍ଟ ହାସଲ ହୋଇଥିବାରୁ ଏହା ସମ୍ଭବ ହୋଇପାରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଆବଣ୍ଟିତ ପାଣ୍ଠିର ୮୧ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଥିବାବେଳେ ଓଡ଼ିଶା ଏକ ଆର୍ଥିକ ବର୍ଷରେ ସର୍ବାଧିକ ରେଳ ବଜେଟ୍ ବ୍ୟବହାର କରିଛି। ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୧୦,୫୮୬ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ମଧ୍ୟରୁ ଜାନୁଆରି ସୁଦ୍ଧା ୮,୬୫୭.୨୩ କୋଟି … Continue reading ୨୦୨୪-୨୫ରେ ଓଡ଼ିଶାରେ ରେଳ ବଜେଟ୍ ବ୍ୟବହାର ୮୧ ପ୍ରତିଶତ