ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ଓଡ଼ିଶାରେ ଅଧିକ

Road accident: ତ୍ରୁଟିପୂର୍ଣ୍ଣ ସଡ଼କ ନିର୍ମାଣ, ଟ୍ରାଫିକ୍‍ ଛକଗୁଡ଼ିକରେ ନିୟନ୍ତ୍ରଣର ଅଭାବ, ଚାଳକଙ୍କ ଦ୍ୱାରା ଟ୍ରାଫିକ୍‍ ଓ ମୋଟରଯାନ ଆଇନର ଉଲ୍ଲଂଘନ, ବେପରୁଆ ଗାଡ଼ି ଚାଳନା ଏବଂ ସର୍ବୋପରି ନିଶା ଓ ସ୍ମାର୍ଟଫୋନ୍‍ର ବହୁଳ ବ୍ୟବହାର ଯୋଗୁ ସଡ଼କ ଦୁର୍ଘଟଣା ଜନିତ କ୍ଷୟକ୍ଷତି ବଢ଼ୁଥିବା କୁହାଯାଉଛି। ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ହାର କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ଗତ ୩ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାୟ ୧୭ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ … Continue reading ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ଓଡ଼ିଶାରେ ଅଧିକ