ଏପ୍ରିଲରୁ ସ୍କୁଲ ପିଲାଙ୍କୁ ମିଳିବ ପୁଷ୍ଟିକର ମାଣ୍ଡିଆ ଲଡ଼ୁ

laddoos : ସ୍କୁଲ ପିଲାଙ୍କ ପୁଷ୍ଟିସାଧନ ଫଳାଫଳ ବୃଦ୍ଧି ପାଇଁ ଓଡ଼ିଶା ସରକାର ସପ୍ତାହରେ ତିନୋଟି ପୋଷଣ ଯୁକ୍ତ ଲଡୁ ଯୋଗାଇଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପିଏମ୍‌ ପୋଷଣ ଯୋଜନା ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷକ ତତ୍ତ୍ୱ ଥିବା ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବ। ଏପ୍ରିଲ ପହିଲାରୁ ସପ୍ତାହର ୩ ଦିନ ଅର୍ଥାତ୍‌ ସୋମବାର, ମଙ୍ଗଳବାର ଓ ଗୁରୁବାର ଏହି ପୁଷ୍ଟିକର ଲଡ଼ୁ ବଣ୍ଟନ ହେବ। ଗୋଟିଏ ଲଡ଼ୁ ପିଛା ୩ ଟଙ୍କା ୫୦ … Continue reading ଏପ୍ରିଲରୁ ସ୍କୁଲ ପିଲାଙ୍କୁ ମିଳିବ ପୁଷ୍ଟିକର ମାଣ୍ଡିଆ ଲଡ଼ୁ