ଦମ୍ପତିଙ୍କ ଛାଡ଼ପତ୍ର ରୋକିବା ପାଇଁ ବିବାହ ପୂର୍ବରୁ କାଉନସେଲିଂ କରିବ ଓଡ଼ିଶା

Odisha: ଓଡ଼ିଶାରେ ବଢୁଥିବା ଛାଡ଼ପତ୍ର ସଂଖ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାର ଦମ୍ପତିଙ୍କ ପାଇଁ ବିବାହ ପୂର୍ବରୁ କାଉନସେଲିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହାର ସମାଧାନ ପାଇଁ ସରକାର ଖୁବଶୀଘ୍ର ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର ପ୍ରତିଷ୍ଠା କରିବେ। ଏହି କେନ୍ଦ୍ରଗୁଡ଼ିକର ନାମ ‘ମା’ ର ଛତା’ ବା ‘ମାତୃ ଅଦାଲତ’ ରଖାଯିବା ସହ ମାନସିକ ସୁସ୍ଥତା ରେ ଉନ୍ନତି ଆଣିବା ସହ ଛାଡ଼ପତ୍ର ରୋକିବା ଦିଗରେ … Continue reading ଦମ୍ପତିଙ୍କ ଛାଡ଼ପତ୍ର ରୋକିବା ପାଇଁ ବିବାହ ପୂର୍ବରୁ କାଉନସେଲିଂ କରିବ ଓଡ଼ିଶା