ଏପ୍ରିଲ ୨ରୁ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ‘ଶିଶୁ ବାଟିକା’

‘Shishu Vatika’: ନୂଆ ଶିକ୍ଷାନୀତି-୨୦୨୦ ଅଧୀନରେ ଓଡ଼ିଶାରେ ପ୍ରାରମ୍ଭିକ ଶୈଶବ ଶିକ୍ଷାର ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏପ୍ରିଲ ୨ତାରିଖରୁ ଆରମ୍ଭ ହେବାକୁ ଥିବା ‘ଶିଶୁ ବାଟିକା’ ଆରମ୍ଭ ହେବା ପରେ ଓଡ଼ିଶାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ହେବାକୁ ଯାଉଛି। ନୂଆ ଶିକ୍ଷାନୀତି-୨୦୨୦ ଅଧୀନରେ ଓଡ଼ିଶାରେ ପ୍ରାରମ୍ଭିକ ଶୈଶବ ଶିକ୍ଷାର ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ … Continue reading ଏପ୍ରିଲ ୨ରୁ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ‘ଶିଶୁ ବାଟିକା’