ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ମିଶ୍ରଣ କରିବ ଓଡ଼ିଶା, କନ୍ୟା ସନ୍ତାନ ଜନ୍ମ ଉପରେ ୧୨ ହଜାର ଟଙ୍କା

ଏଣିକି କନ୍ୟା ସନ୍ତାନ ଜନ୍ମ ହେଲେ ଗର୍ଭବତୀଙ୍କୁ ମିଳିବ ବର୍ଷକୁ ଅଧିକ ୨ ହଜାର ଟଙ୍କାର ପ୍ରାତ୍ସାହନ ରାଶି । ମଙ୍ଗଳବାର ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା କାର୍ଯ୍ୟକାରୀ କରାଯିବ । ଗର୍ଭବତୀ, ପ୍ରସୂତି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ … Continue reading ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ମିଶ୍ରଣ କରିବ ଓଡ଼ିଶା, କନ୍ୟା ସନ୍ତାନ ଜନ୍ମ ଉପରେ ୧୨ ହଜାର ଟଙ୍କା