ଓଡ଼ିଶା ପାଠ୍ୟପୁସ୍ତକ ତ୍ରୁଟି ମାମଲା || Odisha Textbook Error Issue

ରାଜ୍ୟର ଭବିଷ୍ୟତ—ଆମର କୋମଳମତି ଛାତ୍ରଛାତ୍ରୀମାନେ ଯେଉଁ ବହି ପଢ଼ି ଜ୍ଞାନ ଆହରଣ କରିବା କଥା, ସେହି ପାଠ୍ୟପୁସ୍ତକରେ ଯଦି ଶହ ଶହ ନୁହେଁ, ବରଂ ହଜାରରୁ ଅଧିକ ଗୁରୁତର ଭୁଲ୍ ରହିଥାଏ, ତେବେ ତାହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ? ଆଉ ଯେତେବେଳେ ଏହି ଅବହେଳା କେବଳ ରାଜ୍ୟ ସ୍ତରରେ ସୀମିତ ନରହି ସିଧାସଳଖ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓର ନଜରକୁ ଯାଏ, ସେତେବେଳେ ରାଜରାଜୁଡ଼ିଆ ଠାଣିରେ ଚାଲିଥିବା ପ୍ରଶାସନିକ ବ୍ୟବସ୍ଥାର ମୂଳଦୁଆ ଦୋହଲିଯିବା … Continue reading ଓଡ଼ିଶା ପାଠ୍ୟପୁସ୍ତକ ତ୍ରୁଟି ମାମଲା || Odisha Textbook Error Issue