ଓଡ଼ିଶାର ଗର୍ବ ଓମ: ଜେଇଇ ମେନରେ ହେଲେ ଇଣ୍ଡିଆ ଟପ୍ପର, ସମ୍ବର୍ଦ୍ଧିତ କେଲ ବାଚସ୍ପତି

JEE Main: ଜେଇଇ ମେନରେ ଓଡ଼ିଶାର ଓମ୍ ପ୍ରକାଶ ବେହେରା ଏଆଇଆର୍-୧ ହାସଲ କରିଛନ୍ତି। ୨୦୨୫ ସେସନ-୨ରେ ଓମ୍ ପ୍ରକାଶ ୧୦୦ ପ୍ରତିଶତ ନମ୍ବର ରଖି ୨୪ ଜଣ ଶ୍ରେଷ୍ଠ ସ୍କୋରରଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିଥିଲେ। ସେ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଅଧ୍ୟୟନ ଟିପ୍ସ ସେୟାର କରିଛନ୍ତି। ଭାରତରେ ଜାତୀୟ ସ୍ତରର ପରୀକ୍ଷା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡ଼ିଶାର ଛାତ୍ର ଓମ୍ ପ୍ରକାଶ ବେହେରାଙ୍କୁ ରବିବାର ସମ୍ମାନିତ କରାଯାଇଛି। ସମାଜର … Continue reading ଓଡ଼ିଶାର ଗର୍ବ ଓମ: ଜେଇଇ ମେନରେ ହେଲେ ଇଣ୍ଡିଆ ଟପ୍ପର, ସମ୍ବର୍ଦ୍ଧିତ କେଲ ବାଚସ୍ପତି