କେମିତି ସାରିବେ ବଜେଟ୍ ବଳକା ଟଙ୍କା, ଖର୍ଚ୍ଚରେ ପଛୁଆ ୧୬ ବିଭାଗ

Odisha Budget: ଏହାଦ୍ୱାରା ଅଭିବୃଦ୍ଧିରେ ବାଧା ଓ ଅର୍ଥନୀତିକୁ ପ୍ରଭାବିତ କରିପାରେ। ଭିତ୍ତିଭୂମି ବିକାଶ, ରୋଜଗାର ସୃଷ୍ଟି ଓ ବିତ୍ତୀୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜାନୁଆରି ଶେଷ ସୁଦ୍ଧା ୪୪ଟି ବିଭାଗ ମଧ୍ୟରୁ ୧୬ଟି ବିଭାଗ ସେମାନଙ୍କ ଆବଣ୍ଟିତ ଅର୍ଥର ଅଧା ବି ଖର୍ଚ୍ଚ କରିପାରୁନଥିବାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କିପରି ବଜେଟର ବଳକା ଟଙ୍କା ଖର୍ଚ୍ଚ କରିବେ ସେଥିନେଇ ରାଜ୍ୟ ସରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, … Continue reading କେମିତି ସାରିବେ ବଜେଟ୍ ବଳକା ଟଙ୍କା, ଖର୍ଚ୍ଚରେ ପଛୁଆ ୧୬ ବିଭାଗ