Odisha SIR to start next month ।। ଆସନ୍ତା ମାସରୁ ଓଡ଼ିଶାରେ ଆରମ୍ଭ ହେବ ଏସଆଇଆର

୨୦୨୪ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ରାଜ୍ୟରେ ହୋଇଥିବା ବଡ଼ ଧରଣର ଅନିୟମିତତା ପାଇଁ ବିଜେଡି ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହେବ ବୋଲି ଘୋଷଣା କରିବାର କିଛି ଦିନ ପରେ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆରଏସ ଗୋପାଳନ ସୋମବାର କହିଛନ୍ତି ଯେ କମିଶନ ପୂର୍ବରୁ ବିଜେଡି ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକର ଦୁଇଥର ଉତ୍ତର ଦେଇସାରିଛନ୍ତି। ସିଇଓ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଆସନ୍ତା ମାସରୁ … Continue reading Odisha SIR to start next month ।। ଆସନ୍ତା ମାସରୁ ଓଡ଼ିଶାରେ ଆରମ୍ଭ ହେବ ଏସଆଇଆର