କେନ୍ଦ୍ର ଅକ୍ତିଆରରେ ଓଡ଼ିଶା ଶାସନ

ରାଜ୍ୟରେ ବିଜେପି ସରକାର ଆସିବା ଦିନଠାରୁ ସାଧାରଣ ଲୋକମାନେ ଶାସନକୁ ଅନୁଭବ କରିପାରୁନଥିବା ଅଭିଯୋଗ ହୋଇ ଆସୁଛି। ଇତି ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା, ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିନପାରିବା, ବିଭିନ୍ନ ସମୟରେ ମନ୍ତ୍ରିମାନଙ୍କର ଦୂରଦୃଷ୍ଟିବିହୀନ ମନ୍ତବ୍ୟ ଆଦି ଚର୍ଚ୍ଚାକୁ ଆସିଛି। ଏପରିକି ଅଧିକାରୀମାନେ କି ପ୍ରକାର ନିଷ୍ପତ୍ତି ନେବେ ସେ ନେଇ ଠିକଣା ଦିଗଦର୍ଶନ ପାଇପାରୁନଥିବାରୁ ପରିସ୍ଥିତି ଜଟିଳ ହେଉଛି। ଲୋକମାନେ ଏବର ଶାସନକୁ ପୂର୍ବ ଶାସନ ସହ ତୁଳନା କରୁଥିବାରୁ … Continue reading କେନ୍ଦ୍ର ଅକ୍ତିଆରରେ ଓଡ଼ିଶା ଶାସନ