ଭିଜିଲାନ୍ସ ଚଢ଼ାଉ ବେଳେ ଜଣେ ଓଡ଼ିଶା ଅଧିକାରୀଙ୍କ ଠାରୁ ନଗଦ ୧ କୋଟି ୫୦ ଲକ୍ଷ ଟଙ୍କା ଜବତ

ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ କରି ମାଲକାନଗିରି ଜଳସେଚନ ଉପନିର୍ଦ୍ଦେଶକ ତଥା ପିଡି ଶାନ୍ତନୁ ମହାପାତ୍ରଙ୍କ ଠାରୁ ୧ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ମାଲକାନଗିରି ଜଳସେଚନ ଉପନିର୍ଦ୍ଦେଶକ ତଥା ପିଡି ଶାନ୍ତନୁ ମହାପାତ୍ରଙ୍କ ବାସଭବନରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରି ନଗଦ ୧ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଛି। ଭିଜିଲାନ୍ସ ଟିମ୍ ଚଢ଼ାଉ କରି ବିପୁଳ ପରିମାଣର ୫୦୦ ଟଙ୍କିଆ ନୋଟ୍ ଜବତ କରିଛି। ଆୟ ବହିର୍ଭୂତ ସମ୍ପତ୍ତି … Continue reading ଭିଜିଲାନ୍ସ ଚଢ଼ାଉ ବେଳେ ଜଣେ ଓଡ଼ିଶା ଅଧିକାରୀଙ୍କ ଠାରୁ ନଗଦ ୧ କୋଟି ୫୦ ଲକ୍ଷ ଟଙ୍କା ଜବତ