Odisha restricts procurement from these countries!।। ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଶତ୍ରୁ ଦେଶରୁ କିଣା ହେବନି ସାମଗ୍ରୀ!

ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆତ୍ମନିର୍ଭର ଭାରତ ଏବଂ ମେକ୍-ଇନ୍-ଇଣ୍ଡିଆ ଉପରେ ଜୋର ଦେଇ, ରାଜ୍ୟ ସରକାର ଓଡ଼ିଶା ସାଧାରଣ ଆର୍ଥିକ ନିୟମ (OGFR), ୨୦୨୩କୁ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ପରେ କିଛି ଦେଶରୁ ବିଭିନ୍ନ ସାମଗ୍ରୀ କ୍ରୟ ଉପରେ କଟକଣା ଲାଗୁ ହେବ ବୋଲି ଜଣା ପଡିଛି। ଗୁରୁବାର ଅର୍ଥ ବିଭାଗ ଦ୍ୱାରା ସଂଶୋଧିତ ହୋଇଥିବା ଏହି ସଂଶୋଧନ ରାଜ୍ୟକୁ ଏପରି ବିଡରଙ୍କଠାରୁ କ୍ରୟ ନିଷେଧ କରିବାକୁ ଅଧିକାର ଦେଇଛି ଯେଉଁମାନେ ଦେଶର … Continue reading Odisha restricts procurement from these countries!।। ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଶତ୍ରୁ ଦେଶରୁ କିଣା ହେବନି ସାମଗ୍ରୀ!