Odisha records highest GST growth in October II ଅକ୍ଟୋବରରେ ଓଡିଶାର ସର୍ବାଧିକ ଜି.ଏସ୍.ଟି ଅଭିବୃଦ୍ଧି ରେକର୍ଡ

ବିଗତ ଦିନରେ ଜି.ଏସ୍.ଟି ଉପରେ ହୋଇଥିବା ପରିବର୍ତ୍ତନର ପ୍ରଭାବ ସକାରାତ୍ମକ ଦିଗରେ ଗତି କରୁଥିବା ସ୍ପଷ୍ଟ ଦେଖାଯାଉଛି। କାରଣ ଅକ୍ଟୋବର ମାସରେ ଓଡିଶା ପକ୍ଷରୁ ଦ୍ୱିତୀୟ ସର୍ବାଧିକ ଜି.ଏସ୍.ଟି ସଂଗ୍ରହ ହୋଇଥିବା ରେକର୍ଡ ହୋଇଛି। ଜି.ଏସ୍.ଟି ପରିଷଦ ଦ୍ୱାରା ପୂର୍ବରୁ ଘୋଷଣା କରାଯାଇଥିବା ଅନେକ ସାମଗ୍ରୀ ଉପରେ ଟିକସ ହାର ହ୍ରାସ ସତ୍ତ୍ୱେ ଏହା ଦ୍ୱିତୀୟ ସର୍ବାଧିକ ଜି.ଏସ୍.ଟି ସଂଗ୍ରହର ରେକର୍ଡ ହାସଲ କରିଛି।   ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟର ସଂପୂର୍ଣ୍ଣ ଜି.ଏସ୍.ଟି ସଂଗ୍ରରେ, ଏସ୍.ଜି.ଏସ୍.ଟି … Continue reading Odisha records highest GST growth in October II ଅକ୍ଟୋବରରେ ଓଡିଶାର ସର୍ବାଧିକ ଜି.ଏସ୍.ଟି ଅଭିବୃଦ୍ଧି ରେକର୍ଡ