Odisha ranks first in the country in cases of sexual harassment against women ।। ମହିଳା ଅସଦାଚରଣ ମାମଲାରେ ଦେଶରେ ଓଡ଼ିଶା ୧ ନମ୍ବର

ମହିଳାଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି। ରାଜ୍ୟରେ ପ୍ରତିଦିନ ୮୬ ଜଣ ଶିକାର ହୋଇଥିବା ଏନ୍‌ସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ଏନ୍‌ସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧର ଶିକାର ହେଉଛନ୍ତି। କେବଳ ଅସଦାଚରଣ ମାମଲାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା। ରାଜ୍ୟରେ ବର୍ଷକରେ ୧୪,୮୯୧ ଜଣ ଅସଦାଚରଣର ଶିକାର ହୋଇଥିଲେ। ଅସଦାଚରଣରେ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ଗତବର୍ଷ ୧୦,୫୭୮ ଜଣ ଅସଦାଚରଣର ଶିକାର … Continue reading Odisha ranks first in the country in cases of sexual harassment against women ।। ମହିଳା ଅସଦାଚରଣ ମାମଲାରେ ଦେଶରେ ଓଡ଼ିଶା ୧ ନମ୍ବର