Odisha politics ।। ଦିଲ୍ଲୀରେ ପରିବାର ସହ ମୋଦିଙ୍କୁ ଭେଟିଲେ କେ.ଭି

ନୂଆଦିଲ୍ଲୀରେ ଆଜି ଓଡ଼ିଶା ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରକୁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ଓ ସହଯୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି । ଏହି ବୈଠକ ସମୟରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କ ସହ ତାଙ୍କ ଧର୍ମପତ୍ନୀ ଓ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହ ଦେଓ, … Continue reading Odisha politics ।। ଦିଲ୍ଲୀରେ ପରିବାର ସହ ମୋଦିଙ୍କୁ ଭେଟିଲେ କେ.ଭି