Odisha Politics: One is leaving, another is coming ।। ଓଡ଼ିଶା ରାଜନୀତି: ଜଣେ ଯାଉଛନ୍ତି-ଆଉ ଜଣେ ଆସୁଛନ୍ତି

ଆଜି ଓଡ଼ିଶା ରାଜନୀତି ପାଇଁ ବେଶ୍‍ ସ୍ମରଣୀୟ ଦିନଟିଏ। କାରଣ ଦୁଇଜଣ ରାଜନେତାଙ୍କ ପାଇଁ ଆଜି ରାଜ୍ୟ ରାଜଧାନୀ ଚଳଚଞ୍ଚଳ। ଏହି ଦୁଇଜଣ ନେତାଙ୍କ ପାଇଁ ସେମାନଙ୍କ ଦଳର ଛାମୁଆ ନେତା, କର୍ମୀ ଏୟାରପୋର୍ଟରେ ଗଦା ହୋଇଛନ୍ତି। ଏହି କର୍ମୀମାନେ ଜଣ ନେତା ରାଜ୍ୟ ବାହାରକୁ ଯାଉଥିବାରୁ ତାଙ୍କୁ ଶୁଭକାମନା ଜଣାଇବେ, ଆଉ ଜଣକୁ ରାଜ୍ୟକୁ ଆସୁଥିବାରୁ ସ୍ୱାଗତ ଜଣାଇବେ। ଏହି ଦୁଇଜଣ ନେତା ହେଲେ ବିଜେଡି ସଭାପତି ତଥା ରାଜ୍ୟର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ … Continue reading Odisha Politics: One is leaving, another is coming ।। ଓଡ଼ିଶା ରାଜନୀତି: ଜଣେ ଯାଉଛନ୍ତି-ଆଉ ଜଣେ ଆସୁଛନ୍ତି