ଜାନୁଆରୀ ୨୬ରୁ ଉପକୂଳରେ ଜାତୀୟ ପତାକା ଉତ୍ତୋଳନ କରିବ ଓଡ଼ିଶା ପୋଲିସ
Odisha Police: ଜାନୁଆରି ୨୬ ତାରିଖରୁ ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ସମୁଦ୍ର କୂଳର ପ୍ରମୁଖ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଓଡ଼ିଶା ପୁଲିସ ନିଷ୍ପତ୍ତି ନେଇଛି। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକାତ୍ମକ ପଦକ୍ଷେପସ୍ୱରୂପ ଆସନ୍ତା ଜାନୁଆରି ୨୬ ତାରିଖରେ ଓଡ଼ିଶା ଉପକୂଳର ପ୍ରମୁଖ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ସମୁଦ୍ର କୂଳରେ ଅନୁପ୍ରବେଶକାରୀଙ୍କୁ ରୋକିବା ସହ ଜାତୀୟ ଗୌରବର ଭାବନା ଜାଗ୍ରତ … Continue reading ଜାନୁଆରୀ ୨୬ରୁ ଉପକୂଳରେ ଜାତୀୟ ପତାକା ଉତ୍ତୋଳନ କରିବ ଓଡ଼ିଶା ପୋଲିସ
Copy and paste this URL into your WordPress site to embed
Copy and paste this code into your site to embed