Odisha police issues notice to Rajiv Gandhi Foundation ।। ରାହୁଲ ଗାନ୍ଧୀଙ୍କ ବଢିଲା ଅଡ଼ୁଆ ! ଆର୍ଥିକ କାରବାର ପାଇଁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ନୋଟିସ ଜାରି କଲା ଓଡ଼ିଶା ପୋଲିସ

ଗତ ବର୍ଷ ଫେବୃଆରୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥିତ ଦେଶ ବିରୋଧୀ ମନ୍ତବ୍ୟ ପାଇଁ ଦାୟର ହୋଇଥିବା ମାମଲା ସହିତ ଜଡିତ ନୂଆଦିଲ୍ଲୀସ୍ଥିତ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଝାରସୁଗୁଡା ପୋଲିସ ଏକ ନୋଟିସ ଜାରି କରିଛି। ସେପ୍ଟେମ୍ବର ୩ ରେ ଝାରସୁଗୁଡା ଏସଡିପିଓ ଉମାଶଙ୍କର ସିଂହଙ୍କ ଦ୍ୱାରା ଜାରି ନୋଟିସରେ, ଫାଉଣ୍ଡେସନର ଅର୍ଥ ନିର୍ଦ୍ଦେଶକ ସନ୍ଦୀପ ଆନନ୍ଦଙ୍କୁ ନଭେମ୍ବର ୪ ସୁଦ୍ଧା ତଦନ୍ତକାରୀ ଅଧିକାରୀ (SDPO ନିଜେ)ଙ୍କ ସମ୍ମୁଖରେ ହାଜର ହେବାକୁ ସମନ କରାଯାଇଛି। ପୋଲିସ … Continue reading Odisha police issues notice to Rajiv Gandhi Foundation ।। ରାହୁଲ ଗାନ୍ଧୀଙ୍କ ବଢିଲା ଅଡ଼ୁଆ ! ଆର୍ଥିକ କାରବାର ପାଇଁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ନୋଟିସ ଜାରି କଲା ଓଡ଼ିଶା ପୋଲିସ