ପୁରୀରେ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ ପାଇଁ ଯୋଜନା; ଜାଣନ୍ତୁ ଏହାର ଫାଇଦା
Odisha: ଓଡ଼ିଶାକୁ ବିଶ୍ୱସ୍ତରୀୟ ଡିଜିଟାଲ ହବ୍ ଭାବେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ପୁରୀରେ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ (ସିଏଲଏସ) ପ୍ରତିଷ୍ଠା ପାଇଁ ଯୋଜନା ଆରମ୍ଭ ହୋଇଛି । ରେଲଟେଲ ଓ ଡେଲୋଇଟ୍ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଅଗ୍ରଗତି କୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୁଧବାର ଅନୁଷ୍ଠିତ ଏକ ବୈଠକରେ ସମୀକ୍ଷା କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ଡିଜିଟାଲ … Continue reading ପୁରୀରେ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ ପାଇଁ ଯୋଜନା; ଜାଣନ୍ତୁ ଏହାର ଫାଇଦା
Copy and paste this URL into your WordPress site to embed
Copy and paste this code into your site to embed