Odisha Plans Major Land Reforms For Jagannath Temple ।। ଓଡ଼ିଶା ବାହାରୁ ଦଖଲକୁ ଫେରିବ ଜଗନ୍ନାଥଙ୍କ ଭୂ-ସମ୍ପତି !

ଓଡ଼ିଶା ସରକାର କେବଳ ରାଜ୍ୟବ୍ୟାପୀ ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନରେ ବିସ୍ତାରିତ ପ୍ରଭୁ ଜଗନ୍ନାଥଙ୍କ ବିସ୍ତୃତ ଭୂ-ସମ୍ପତ୍ତିକୁ ପୁନରୁଦ୍ଧାର କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର କହିଛନ୍ତି ଯେ ପ୍ରଭୁ ଜଗନ୍ନାଥ ପ୍ରାୟ ୫୮,୦୦୦ ଏକର ଜମିର ଆଇନଗତ ମାଲିକ। ଏଥିମଧ୍ୟରୁ ପ୍ରାୟ ୩୬ ହଜାରରୁ ୩୭ହଜାର ଏକର ପାଇଁ ରେକର୍ଡ ଯାଞ୍ଚ ଏବଂ ଇକଗଜପତ୍ର ପ୍ରସ୍ତୁତ ହୋଇସାରିଛି। ବାକି ଜମି ପାଇଁ ଡକ୍ୟୁମେଣ୍ଟ ଚୂଡ଼ାନ୍ତ … Continue reading Odisha Plans Major Land Reforms For Jagannath Temple ।। ଓଡ଼ିଶା ବାହାରୁ ଦଖଲକୁ ଫେରିବ ଜଗନ୍ନାଥଙ୍କ ଭୂ-ସମ୍ପତି !