ମହାନଦୀ ଉପରେ ନିର୍ମାଣ ହେବ ୩୨ ଡ୍ୟାମ : ମୁକେଶ

Mahanadi: ୭୨ଟି ଇନ-ଷ୍ଟ୍ରିମ ଷ୍ଟୋରେଜ(ଆଇଏସଏସ) ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଓଡ଼ିଶାର ବିକାଶ ଓ ନିରନ୍ତର ଜଳ ସଂରକ୍ଷଣ ନେଇ ମହାନଦୀ ଉପରେ ନିର୍ମାଣ ହେବ ଡ୍ୟାମ ଓ ବ୍ୟାରେଜ। ମହାନଦୀର ଉପର ଓ ତଳ ଜଳ ଧାରଣ ଅଞ୍ଚଳରେ ଏହି ଡ୍ୟାମ ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଗୁରୁବାର ବିଧାନସଭାରେ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ … Continue reading ମହାନଦୀ ଉପରେ ନିର୍ମାଣ ହେବ ୩୨ ଡ୍ୟାମ : ମୁକେଶ