ସାରା ରାଜ୍ୟରେ ବ୍ୟାପକ କର୍କଟ ରେଜିଷ୍ଟ୍ରିର ଶୁଭାରମ୍ଭ ହେବ

ବିଶ୍ୱ କର୍କଟ ଦିବସ ଅବସରରେ ଓଡ଼ିଶା ସରକାର ଏକ ସର୍ବାଙ୍ଗୀନ କର୍କଟ ପଞ୍ଜୀକରଣ ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। କ୍ୟାନସର ସମ୍ବନ୍ଧୀୟ ତଥ୍ୟକୁ ଡାକ୍ତରଖାନା ଭିତ୍ତିକ ଓ ଜନସଂଖ୍ୟା ଭିତ୍ତିକ ବର୍ଗରେ ବିଭକ୍ତ କରି ସମଗ୍ର ରାଜ୍ୟରେ ଏହି ରୋଗ ବିଷୟରେ ବ୍ୟାପକ ଜ୍ଞାନ ହାସଲ କରିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୟାସର ଉଦ୍ଦେଶ୍ୟ। ବର୍ତମାନ ଆଚାର୍ଯ୍ୟ ହରିହର, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର ଓ ଆପୋଲୋ ଭୁବନେଶ୍ୱର ସମେତ ପ୍ରମୁଖ ଚିକିତ୍ସା ଅନୁଷ୍ଠାନରେ … Continue reading ସାରା ରାଜ୍ୟରେ ବ୍ୟାପକ କର୍କଟ ରେଜିଷ୍ଟ୍ରିର ଶୁଭାରମ୍ଭ ହେବ