Odisha Model School dream in question today ।। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ୱପ୍ନ ଆଜି ପ୍ରଶ୍ନଚିହ୍ନରେ

ଓଡ଼ିଶାରେ ସରକାରୀ ଶିକ୍ଷା ପ୍ରଣାଳୀରେ ଗତ ୧୦ବର୍ଷ ଧରି ଯେଉଁ ଯୋଜନାକୁ ସବୁଠାରୁ ବଢ଼ିଆ ମଡେଲ୍‌ ବୋଲି ପ୍ରଚାର କରାଗଲା; ତାହା ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ- ଆଜି ସେହି ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠୁଛି। ସରକାରୀ ଖାତାରେ ଯେଉଁ ଯୋଜନା “ମଡେଲ୍ ଇଂରେଜି ମିଡିୟମ୍ ସ୍କୁଲ୍” ଭାବେ ଦେଖାଯାଏ ଭୂମିସ୍ତରରେ ସେହି ବିଦ୍ୟାଳୟଗୁଡ଼ିକ ବିକଳାଙ୍ଗ, ମୁଖିଆ ବିହୀନ ଏବଂ ଶିକ୍ଷକଶୂନ୍ୟ ଅବସ୍ଥାରେ ଯୁଝୁଛି।  ଯୋଜନାର ଆତ୍ମାକୁ ବିକି ଦେବା ମନୋଭାବ ଏହା କେବଳ ବ୍ୟବସ୍ଥାର … Continue reading Odisha Model School dream in question today ।। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ୱପ୍ନ ଆଜି ପ୍ରଶ୍ନଚିହ୍ନରେ