ଗୋଖାଦ୍ୟ ପାଇଁ ବି ଅନ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା

Cattle Feed: ଗାଁ ଗହଳରେ ଏବେ ଗୋଟିଏ କିଲୋ କୁଣ୍ଡାର ଦର ୧୦ ଟଙ୍କା ହୋଇଥିବାବେଳେ ଚୋକଡ଼ କିଲୋ ୨୦ ଟଙ୍କା ଛୁଇଁଲାଣି। ଅନ୍ୟାନ୍ୟ ଗୋଖାଦ୍ୟର ଦର ବି ଆକାଶଛୁଆଁ। ଗୋଟିଏ ପଟେ ସରକାରୀ ସ୍ତରରେ ଦୁଗ୍ଧ ଦର ବୃଦ୍ଧି ପାଉନଥିବାବେଳେ ଅନ୍ୟପଟେ ବ୍ୟବସାୟୀମାନେ ଗୋଖାଦ୍ୟର ଦର ବଢ଼ାଇ ଚାଲିଥିବାରୁ ଦୁଗ୍ଧଚାଷୀମାନଙ୍କ ଆୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗୋଖାଦ୍ୟ ପାଇଁ ଓଡ଼ିଶା ବି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ … Continue reading ଗୋଖାଦ୍ୟ ପାଇଁ ବି ଅନ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା