Odisha is a state of mass rape in the eyes of the world, yet Mohan is silent ।। ବିଶ୍ୱ ନଜରରେ ଓଡ଼ିଶା ଗଣଧର୍ଷଣର ରାଜ୍ୟ, ତଥାପି ମୋହନ ଚୁପ୍‍

ଓଡ଼ିଶାରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ସାଧାରଣ ଲୋକଙ୍କ ସରକାର ଗଠନ ହେବା ସ୍ପଷ୍ଟ ଅନୁଭବ ହେଲା। ଓଡ଼ିଆରେ ଲୋକଙ୍କ ସହ କଥା ହେବା, ଓଡ଼ିଆଙ୍କ ଉତ୍ସବରେ ମୁଖ୍ୟମନ୍ତ୍ରୀ ସସ୍ତ୍ରୀକ ସାମିଲ ହେବା ଏବଂ ଓଡ଼ିଆଙ୍କ ଖାଦ୍ୟକୁ ଓଡ଼ିଆଙ୍କ ଭଳି ପ୍ରୋତ୍ସାହିତ କରିବା ପ୍ରଭୃତି ବିଶ୍ୱ ଦେଖିଲା। ସଂକ୍ଷେପରେ କହିଲେ ଦୀର୍ଘଦିନ ହେଲା ଓଡ଼ିଆ ପରମ୍ପରାରେ ଯେଉଁ ପଶ୍ଚିମୀ ଛାପ ଦେଖିବାକୁ ମିଳୁଥିଲା ତାହା ଦୂରେଇଲା। କିନ୍ତୁ ଏହି ସାଧାରଣ ଲୋକଙ୍କ ସରକାରକୁ … Continue reading Odisha is a state of mass rape in the eyes of the world, yet Mohan is silent ।। ବିଶ୍ୱ ନଜରରେ ଓଡ଼ିଶା ଗଣଧର୍ଷଣର ରାଜ୍ୟ, ତଥାପି ମୋହନ ଚୁପ୍‍