ଓଡ଼ିଶାର ୮ଟି ଖଣି ପାଇଁ ଟେଣ୍ଡର ଆହ୍ଵାନ

Mineral Blocks: ଖଣିଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରି-ଏମ୍ବେଡେଡ୍ ମଞ୍ଜୁରୀ ସହ ଏହି ବ୍ଲକଗୁଡ଼ିକୁ ନିଲାମ କରାଯାଇଛି। ଦୀର୍ଘ ୨ ବର୍ଷ ଧରି ଲାଗି ରହିଥିବା କଟକଣାର ଅନ୍ତ ଘଟାଇ ରାଜ୍ୟ ସରକାର ପୁଣି ଥରେ ଖଣିଜ ଖଣିଗୁଡ଼ିକର ଇ-ନିଲାମ ଆରମ୍ଭ କରିଛନ୍ତି। ଲୁହାପଥର ଓ ମାଙ୍ଗାନିଜ ଖଣିକୁ ଲିଜ୍ ଦେବା ପାଇଁ ଖଣି ଓ ଭୂବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକର ଇ-ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ନିକଟରେ … Continue reading ଓଡ଼ିଶାର ୮ଟି ଖଣି ପାଇଁ ଟେଣ୍ଡର ଆହ୍ଵାନ