ବଢୁଛି ମଣିଷ-ପଶୁ ସଂଘର୍ଷ: ହାତୀ ଆକ୍ରମଣରେ ୧୦୦ ଦିନ ଭିତରେ ୧୪ ଜଣଙ୍କ ମୃତ୍ୟୁ

ସର୍ବଭାରତୀୟ ହାତୀ ଗଣନା ଅନୁସାରେ ୨୦୨୪ ଶୀତ ଋତୁ ସୁଦ୍ଧା ଓଡ଼ିଶାରେ ହାତୀ ସଂଖ୍ୟା ୨୧୦୩ ଅଟେ । ନଭେମ୍ବର ମାସରେ ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ବିଧାନସଭାରେ କହିଥିଲେ ଯେ ଗତ ତିନି ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୬୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୯ ଜଣ ଆହତ ହୋଇଛନ୍ତି, ଯାହା କି ଏହା ଭାରତରେ ସର୍ବାଧିକ ମଣିଷ-ହାତୀ ସଂଘର୍ଷ। ନିକଟରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳ … Continue reading ବଢୁଛି ମଣିଷ-ପଶୁ ସଂଘର୍ଷ: ହାତୀ ଆକ୍ରମଣରେ ୧୦୦ ଦିନ ଭିତରେ ୧୪ ଜଣଙ୍କ ମୃତ୍ୟୁ