Odisha in danger for uranium ।। ୟୁରାନିୟମ ବିପଦ ଚିନ୍ତାରେ ଓଡ଼ିଶା

ନିକଟରେ ବିହାରର ଛଅଟି ଜିଲ୍ଲାରେ ମା କ୍ଷୀରରେ ମାରାତ୍ମକ ପଦାର୍ଥ ୟୁରାନିୟମ ମିଳିବା ପରେ ୟୁରାନିୟମ ବିପଦ ଚିନ୍ତାରେ ଏବେ ଓଡ଼ିଶା । ଏହି ମାରାତ୍ମକ ପଦାର୍ଥ  ଯାହା ନବଜାତ ଶିଶୁଙ୍କୁ କର୍କଟ ରୋଗର ବିପଦରେ ପକାଇଥାଏ ଯେତେବେଳେ ୟୁରାନିୟମ୍ ଧୀରେ ଧୀରେ ଭୂତଳଜଳ କିମ୍ବା ଫସଲରେ ପ୍ରବେଶ କରେ ସେତେବେଳେ ବିପଦଟି ଗୋଟିଏ ପିଢ଼ିକୁ ପ୍ରଭାବିତ କରେ। କିନ୍ତୁ ଦେଖାଯାଏ ଅଗାମୀ ପିଢ଼ି ପରେ ପିଢ଼ି ଏଥିରେ ଅତ୍ୟଧିକ ପ୍ରଭାବିତ ହେବ  ଏହାହିଁ ପ୍ରକୃତ ସତ୍ୟ … Continue reading Odisha in danger for uranium ।। ୟୁରାନିୟମ ବିପଦ ଚିନ୍ତାରେ ଓଡ଼ିଶା