Odisha Higher Education department signs MoU with IGNOU।। ଓଡ଼ିଆରେ ୟୁଜି, ପିଜି, ଡିପ୍ଲୋମା, ଏମବିଏ ପାଠ୍ୟକ୍ରମ ପାଇଁ ଉଚ୍ଚଶିକ୍ଷା ବିଭାଗ ସହ ଇଗ୍ନୋର ବୁଝାମଣା

ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU), ନୂଆଦିଲ୍ଲୀ ଓଡ଼ିଆ ଭାଷାରେ ବିଭିନ୍ନ ସ୍ନାତକ, ସ୍ନାତକୋତ୍ତର, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି । ଚୁକ୍ତିନାମା ଅନୁଯାୟୀ, ଇଗ୍ନୋ ଏବେ ସମଗ୍ର ରାଜ୍ୟରେ ଓଡ଼ିଆ ଭାଷାରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ, ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା, ସାର୍ଟିଫିକେଟ୍ ଏବଂ ସ୍ୱତନ୍ତ୍ର କାର୍ଯ୍ୟକ୍ରମ – ଯାତ୍ରା ଏବଂ ପର୍ଯ୍ୟଟନ ପରିଚାଳନା ସମେତ ବ୍ୟବିଏ, … Continue reading Odisha Higher Education department signs MoU with IGNOU।। ଓଡ଼ିଆରେ ୟୁଜି, ପିଜି, ଡିପ୍ଲୋମା, ଏମବିଏ ପାଠ୍ୟକ୍ରମ ପାଇଁ ଉଚ୍ଚଶିକ୍ଷା ବିଭାଗ ସହ ଇଗ୍ନୋର ବୁଝାମଣା