Odisha High Court – Cases are increasing, verdicts are decreasing ।। ଓଡ଼ିଶା ହାଇକୋର୍ଟ – ମାମଲା ବଢୁଛି, ଫଏସଲା କମୁଛି

ଓଡ଼ିଶା ହାଇକୋର୍ଟ ତାହାର ୭୮ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥ‌ିବା ବେଳେ ବଢୁଥ‌ିବା ମାମଲା ବୋଝ ଏବେ ବି ହାଇକୋର୍ଟ ପାଇଁ ଏକ ପ୍ରମୁଖ ଆହ୍ୱାନ ହୋଇଛି । ଗୋଟିଏପଟେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମାମଲା ଫଏସଲା ହାର କିନ୍ତୁ ହ୍ରାସ ପାଇଛି । ଗତ ୨୦୨୫ ଜାନୁଆରିରେ ୧ ଲକ୍ଷ ୪୬ ହଜାର ୩,୭୩ ମାମଲା ବିଚାରାଧୀନ ଥିଲା ବେଳେ ଜୁଲାଇ ୨୩ସୁଦ୍ଧା ୧ଲକ୍ଷ ୫୨ହଜାର ମାମଲା ବିଚାରାଧୀନ ରହିଛି … Continue reading Odisha High Court – Cases are increasing, verdicts are decreasing ।। ଓଡ଼ିଶା ହାଇକୋର୍ଟ – ମାମଲା ବଢୁଛି, ଫଏସଲା କମୁଛି